#ରାଜ୍ୟ_ସରକାର_ଯେଉଁଠି_ଚୁପ
#ସେଠି_ଯୁବପିଢିଙ୍କ_ଅପ୍ରାଣ_ଉଦ୍ୟମ
ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଆଗକୁ ଆସିଲେ ଯୁବକ । ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ପଦଯାତ୍ରା ଆରମ୍ଭ କରିଛନ୍ତି ।
#rourkela #borderproblem #Andra #CMOOdisha #protest #Odisha #ArgusNews