#ରାତିରୁ_ଲାଇନରେ_ଛିଡ଼ା_ହେଲେ_ମଧ୍ୟ_ମିଳୁନାହିଁ_ରାସନ_ସାମଗ୍ରୀ ।
କଣ୍ଟ୍ରୋଲ ଦୋକାନ ଆଗରେ ଖରା, ତରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ବି ମିଳୁନି ସାମଗ୍ରୀ । ଯାହାକୁ ନେଇ ସହିଦ ନଗର ସ୍ଥିତ ମୈତ୍ରୀ ରାସନ ଦୋକାନରେ ଦେଖାଦେଇଥିଲା ଉତ୍ତେଜନା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମେୟର । ମେୟରଙ୍କ ଯାଞ୍ଚ ପରେ ସାମ୍ନାକୁ ଆସିଛି ଅନେକ ଘୋଟାଲା ।
#Odisha #ArgusNews #rasan #problem #summer