ରାତିରେ ଗାଁରେ ଚାଲିଛି ନିର୍ବାଚନ ପ୍ରଚାର । ୭ନମ୍ବର ଜୋନରେ ପଦନପୁର ପଂଚାୟତର ଉପରବସ୍ଥ ଗ୍ରାମରେ ବିଧାୟକ ସୁର ରାଉତରାୟଙ୍କ ଜିଲ୍ଲା ପରିଷଦ ପ୍ରାଥିନୀ ସସ୍ମିତା ଗୁମାନସିଂ ଓ ଯୁବତୀ ସରପଂଚ ପ୍ରାର୍ଥୀନୀ ଅହଲ୍ୟା ନାୟକ ପ୍ରଚାର ଚଲାଇଛନ୍ତି । ଆସନ୍ତୁ ଶୁଣିବା କଣ ରହିଛି ତାଙ୍କ ପ୍ରତିକ୍ରିୟା
#Khordha #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews