ଶୋଇଛି କମିଶନରେଟର ଟ୍ରାଫିକ ପୋଲିସ । ରାତିରେ କାର ଡୋର ଖୋଲି ଷ୍ଟଣ୍ଟ ମାରୁଛନ୍ତି କେବିଏନ ଗ୍ରୁପ। ରାଜଧାନୀର ରାଜରାସ୍ତା ଉପରେ ବିପଦପୂର୍ଣ୍ଣ କାର ଷ୍ଟଣ୍ଟ । ନିୟମ ସାଧାରଣ ଲୋକଙ୍କ ପାଇଁ ଲାଗୁ ହେଉଥିବା ବେଳେ ଅପରାଧୀଙ୍କୁ କାହିଁକି ଛାଡ ।
#Odisha #ArgusNews #kbngroup #carstunts #bikestunt #CommissioneratePolice