#ରାତି_ପହିଲେ_ବିଶ୍ୱ_ପ୍ରସିଦ୍ଧ_ରଥ_ଯାତ୍ରା !
ପୂର୍ବ ବର୍ଷଭଳି ଚଳିତ ବର୍ଷ ବିନା ଭକ୍ତଙ୍କ ଭିଡରେ ଏଥର ବି ଗଡିବ ମହାପ୍ରଭୁଙ୍କ ତିନିରଥ । ଭକ୍ତ ମନରେ ଅନେକ ଇଚ୍ଛାଥିଲେ ବି ଭକ୍ତ ଟିଏ ଘରେ ରହି ମନକୁ ବୁଝାଇ ମନରେ ଘରେ ରହିବାକୁ ପଡୁଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦେଖି ନ ପାରି ନିଜ ହାତରେ କଟକ ର ମନୋଜ ବେହେରା ମହାପ୍ରଭୁ ଜଗନ୍ନାଥଙ୍କ ଅବିକଳ ୬ ଫୁଟର ମୃର୍ତ୍ତୀ ନିର୍ମାଣ କରିଛନ୍ତି
#ArgusNews #Odisha #ArgusNewsTV #Cuttack #Artist #ManojBehera #6FtRatha