ରାତି ପାହିଲେ ଭ୍ୟାଲେଣ୍ଟାଇନ୍ସ ଡେ। ପ୍ରେମ କାହାଣୀ ଖୋଜା ଖୋଜି ଭିତରେ ଗୋଟିଏ ଭାବପୂର୍ଣ୍ଣ ଭିଡିଓର ଠିକଣା ମିଳିଲା। ଯେଉଁଥିରେ ଭରପୁର ଥିଲା ଭଲପାଇବା, ଶ୍ରଦ୍ଧା ଆଉ ଆବେଗ। ଦୁଇଜଣ ଦିଶୁଥିଲେ ବେସ୍ କ୍ୟୁଟ୍। ଜାଣିବାକୁ ଚାହାନ୍ତି ଯଦି, ଡେରି ନ କରି କ୍ଲିକ କରନ୍ତୁ।
#Lovestory #SeshaKisan #valentinesday #Odisha #Argusnews