ଦିନ ସରି ଆସିଲେ ମାଡ଼ି ଆସେ ଭୟ । ନା ଶାନ୍ତିରେ ମଣିଷ ଶୋଇପାରୁଛି ନା ଆରାମ୍ ସେ ବସି ପାରୁଛି। ରାତିରେ ଘରେ ନିରା ପଦରେ ବିଶ୍ରାମ କରୁଥିବାବେଳେ। କଳାହାଣ୍ଡି କଦମଗୁଡାବାସୀଙ୍କ ନିଦ କିନ୍ତୁ ହଜି ଯାଇଛି। କାହିଁକି ନା ଅନ୍ଧାର ସାଙ୍ଗକୁ ଘାରିଛି ହାତୀ ଭୟ ।
#Odisha #ArgusNews #elephant #scared #Kalahandi #Lanjigarh