ରାମଚନ୍ଦ୍ର ପ୍ରସାଦ ସିଂହଙ ଇସ୍ପାତ ମନ୍ତ୍ରଣାଳୟ ଦାଇତ୍ୱ ନେବାପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ରାଜନୀତିରେ ଯୋଗ ଦେବାପୂର୍ବରୁ ସେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବରେ ଲୋକଙ୍କ ସେବା କରିଛନ୍ତି । ମୋଦି ସରକାର ତାଙ୍କ ଉପରେ ଆସ୍ତା ପ୍ରକଟ କରି ତାଙ୍କୁ ଇସ୍ପାତ ମନ୍ତ୍ରଣାଳୟ ଦାଇତ୍ୱ ଦେଇଛନ୍ତି ।
#ArgusNews #Odisha #ArguNewsTV #UnionMinister #MinsterOfSteel