ରାଷ୍ଟ୍ରୀୟ ଶିକ୍ଷାନୀତି ନୂଆ ଭାରତ ଗଢ଼ିବ' । ନୂତନ ଶିକ୍ଷାନୀତିର ଏକବର୍ଷ ପୂର୍ତ୍ତି ଅବସରରେ ଆଜି ସମସ୍ତ ଦେଶବାସୀ ଓ ବିଦ୍ୟାର୍ଥୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିମ । ତେବେ ଏନେଇ କଣ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ସମେତ ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ
#ArgusNews #Odisha #ArgusNewsTV #Brahmapur #Studentreaction #Educationpolicy #khalikotcollage