#ରାସ୍ତା_କଡରେ_ଜୀବନ_ଯାପନ !
ବାଲିଆପାଳ ବ୍ଲକର ବିଭିନ୍ନ ଗାଁରେ ଆମେ ବନ୍ୟା ପିଡୀତଙ୍କ ଖବର ସଂଗ୍ରହ କରି ଫେରିବା ବାଟରେ ଆମେ ଦେଖିଥିଲୁ ଜଣେ ମହିଳା ଓ ପୁରୁଷ ରାସ୍ତା କଡରେ ଏକ ଟିଣ ଚୁଲିରେ ରାନ୍ଧୁଥିବାର । ପଚାରି ବୁଝିବାରୁ ଜଣାପଡିଲା ପାଳ ଜାମକୁଣ୍ଡା ଗାଁର ଏହି ମହିଳାଙ୍କର ଘରେ ପାଣି ପଶି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ବେଘର ହୋଇ ରାସ୍ତାରେ ଜୀବନ ଯାପନ କରିବାକୁ ପଡୁଛି
#Balasore #Baliapala #SubarnarekhaRiver #Flood #Odisha #ArgusNews