ଅନୁଗୁଳରୁ ଢେଙ୍କାନାଳ ଆସୁଥିବା ସମୟରେ ୫୫ ନମ୍ବର ଜାତୀୟ ରାଜପଥ ସିମିନଇ ଠାରେ ଭରସ୍ୟାମ୍ ହରାଇ ରାସ୍ତା ତଳକୁ ଖସିଲା ବସ । ବସ୍ ରେ ୪୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଥିଲେ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।
#Dhenkanal #BusAccident #passengersproblem #nationalhighway55 #RoadAccident #Odisha #ArgusNews