ରାଜ୍ୟ ସରକାର ସହରାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି l ଆଉ ଏଥି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ ହେଲେ ବାସ୍ତବ କ୍ଷେତ୍ରରେ ଲୋକେ ଏହାର ସୁଫଳ ପାଉନଥିବା ଚିତ୍ର ସାମ୍ନାକୁ ଆସୁଛି । ଆମେ କହୁଛୁ ବ୍ୟାସନଗର ପୌରାଞ୍ଚଳର ମହୁରାଳୀ ଅଞ୍ଚଳର କଥା । ବର୍ଷ ବର୍ଷ ଧରି ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି
#ArgusNews #Odisha #Jajpur #Roadproblem #OdishaGovt #Korei