ଯାଜପୁର ବରିରେ ଅଛି ଏଭଳି ରାସ୍ତା, ଯେଉଁଠି ଧାନ ଚାଷ ସମ୍ଭବ କିନ୍ତୁ ଯିବା ଆସିବା କରିବା ଅସମ୍ଭବ । କାଦୁଅ ପଚପଚ ରାସ୍ତାରେ ଲୋକେ ଯିବା ଆସିବା କରିପାରୁନାହାନ୍ତି । ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁନଥିବାରୁ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ ।
#RoadProblem #Jajpur #Bari #Odisha #ArgusNews