ରାସ୍ତାରେ ଲାଗିଛି ମାଓ ବ୍ୟାନର । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଆହ୍ୱାନ କରିଛନ୍ତି ମାଓବାଦୀ । ବିବିଏମ୍ ମାଓବାଦୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ।
#Bargarh #banners #boycott #panchayatelections #odisha #ArgusNews