#ରାସ୍ତା_କାମନେ_ହରିଲୁଟ୍
#ମିଲିମିଶି_ଖାଇଦେଲେ_ସରକାରୀ_ଟଙ୍କା
#ନାଇ_ହେଇ_ପାରଲା_ରାସ୍ତାର_ଉନ୍ନତିକରଣ
ବଉଦ ଖୁଣ୍ଟବନ୍ଧ ପଞ୍ଚାୟତର ଜାତୀୟ ରାଜପଥ ଠାନୁ ମଧୁପୁର ଗାଁର ରାସ୍ତା ଉନ୍ନତି କରଣ ଲାଗିର୍ 88 ହଜାର 443 ଟଙ୍କା ଖର୍ଚ୍ଚ ହେଇଥିବା ସରକାରୀ ତଥ୍ୟ କହୁଛେ । ହେଲେ ଗାଁ ଲୁକଙ୍କର୍ କହେବା କଥା…. ରାସ୍ତାର ର ଉନ୍ନତି ଲାଗିର୍ ଖାଲି ଟ୍ରାକ୍ଟରନେ ୩/୪ ଟ୍ରିପ ମୁରୁମ ପକାଯାଇଥିଲା ।
#boudha #Roadissue #Corruption #OdishaCM #Odisha #ArgusNews