ରାସ୍ତା କେବେ ହେବ ତାହା ଭଗବାନ ଭରସା । ଆଣ୍ଠୁଏ ପଙ୍କ କାଦୁଅରେ 20 ରୁ 22 ବର୍ଷ ଚାଲିବା ପରେ ନେତା ମନ୍ତ୍ରୀଙ୍କ ଠାରୁ ଭାରସା ଉଠିଯାଇଥିବାର କହିଛନ୍ତି ସ୍ଥାନୀୟ ବାସିନ୍ଦା । ଚଳିତ ପିପିଲି ଉପନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ମଧ୍ୟ ଲୋକେ ମତ ପ୍ରକାଶ କରିଛନ୍ତି
#Puri #Pipili #Byelection #Road #HouseProblem #Odisha #ArgusNews