#ଦୀର୍ଘ_ବର୍ଷ_ପରେ_ବି_ଗାଁକୁ_ଯିବାକୁ_ନାହିଁ_ପକ୍କା_ରାସ୍ତା
#ବର୍ଷକ_ବାରମାସ_ଲାଗିରହେ_ଏମିତି_ଅବସ୍ଥା
ଦୀର୍ଘ ବର୍ଷ ପରେ ବି ଗାଁକୁ ଯିବାକୁ ନାହିଁ ପକ୍କା ରାସ୍ତା । ବର୍ଷକ ବାରମାସ ଲାଗିରହେ ଏମିତି ଅବସ୍ଥା । ଆମେ କହୁଛୁ ରାଜ୍ୟ ସରକାରଙ୍କ ପାଓ୍ବାରଫୁଲ ବିଧାୟକ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀର ଶୁକଦେଇପୁର ଗାଁରେ ଲାଗି ରହିଥିବା ରାସ୍ତା ସମସ୍ୟା କଥା ।
#Kendrapada #RoadProblem #CMOOdisha #MLA #pratapdev #sukadeipur #Odisha #ArgusNews