ରାସ୍ତା ନିର୍ମାଣ ହେବାର ୨୪ଘଣ୍ଟା ବି ପୁରିଲାନି । ଆଉ ହାତ ମାରିଲେ ଉଠି ଯାଉଛି ଫଡ଼ା ପଡ଼ା ପିଚୁ । ରାସ୍ତା ନାଁରେ ଠିକାଦାର ଠକି ନେଲା କୋଟି କୋଟି ଟଙ୍କା । ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ତୁରନ୍ତ ଆଉ ଥରେ ମାରାମତି କରିବାକୁ ଦାବି କରିଛନ୍ତି ଲୋକେ ।
#Ganjam #Aska #TransportationIssues #PublicIssues #Corruption #Odisha #ArgusNews