ଠିକାଦାର ପୋଷାରେ ଲାଗିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଅଧା ରାସ୍ତା କାର୍ଯ୍ୟ କରି ସମ୍ପୁର୍ଣ୍ଣ ରାସ୍ତାର ବିଲ କରିବାକୁ ଚାଲିଛି ଷଡଯନ୍ତ୍ର । ମିଛ ଫଳକ ଲଗାଇ ବିଲ କରିବା ବେଳେ ଲୋକଙ୍କ ହାତରେ ଧରାପଡିଲେ ଠିକାଦାର ଓ ବିଭାଗୀୟ ଅଧିକାରୀ । ରାସ୍ତା କାର୍ଯ୍ୟ ନାଁରେ ୪କୋଟିରୁ ଉର୍ଦ୍ଧ୍ବ ଟଙ୍କା ଚଳୁର ଅଭିଯୋଗ ଆଣିଲେ ସ୍ଥାନିୟ ଗ୍ରାମବାସୀ
#Puri #Brahmagiri #roadwork #corruption #ArgusNews