#ରାସ୍ତା_ନାହିଁ_ତ_ଭୋଟ_ନାହିଁ !
ମାହାଙ୍ଗା ବ୍ଲକ ଗୋତରା ପଂଚାୟତର ୧ନମ୍ବର ୱାର୍ଡ ଦାସ ସାହିକି ପ୍ରାୟ୨୨ବର୍ଷ ହେବମାଟି ମୁଠାଏ ବି ପଡିନାହିଁ । ଏହି ସାହିରେ ୫୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଲୋକଙ୍କ ପାଇଁ ରାସ୍ତା ଟିଏ ନାହିଁ । ଯାହାକୁ ନେଇ ଏକ ଅଭିନବ ଉପାୟରେ ଗ୍ରାମବାସୀମାନେ ପ୍ରତିବାଦ କରିଛନ୍ତି
#Cuttack #Mahanga #Roadproblem #peopleprotest #ArgusNews