ବନବିଭାଗର ଅଧିନରେ ଥିବା ରାସ୍ତାକୁ ପୂର୍ତ୍ତବିଭାଗକୁ ନିର୍ମାଣ ପାଇଁ ଅନୁମତି ନମିଳିବାରୁ ପଞ୍ଚାୟତବାସୀଙ୍କ ବିରୋଧ। ବିରୋଧ କରି ବନବିଭାଗ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଗ୍ରାମବାସୀ।
#Sambalpur #Redhakhol #Protest #RoadWork #transportationissues #forestdepartment #Odisha #ArgusNews