ରାସ୍ତା ନିର୍ମାଣକୁ 3 ମାସ ପୁରିନି, କିନ୍ତୁ ଉଠିଗଲାଣି ପିଚୁ
ରାସ୍ତା କାମର ଏଠି ଫଳକ ଲାଗିନି କି ଯନ୍ତ୍ରୀ, ଠିକାଦାରଙ୍କ ଦେଖାନାହିଁ । ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପଡ଼ୋଶୀ ଜିଲ୍ଲାରେ ଏପରି ସ୍ଥିତି । ଏ ରାସ୍ତାରେ କେମିତି ଯାତାୟତ କରିବେ ତାକୁ ନେଇ ପ୍ରଶ୍ନ ?
#ArgusNews #ArgusNewsTv #Odisha #Angul #RoadConstruction #Corruption