ରାସ୍ତା ପଲଟିଛି ମରଣଯନ୍ତା । ବ୍ଳକ ଯନ୍ତ୍ରୀଙ୍କୁ କାଦୁଅରେ ଚଲାଇ ପ୍ରତିବାଦ କଲେ ଗ୍ରାମବାସୀ । ରାୟଗଡା ଜିଲ୍ଲା ରାମାନଗୁଡା ବ୍ଳକ ନାରାୟଣ ଗୁଡା ଓ ଗଜିଲିଗୁଡାକୁ ସଂଯୋଗ କରୁଥିବା ମାଟି ରାସ୍ତା ଏବେ ଶୋଚନୀୟ । ଗାଡି ତ ଦୂର କଥା ରାସ୍ତାରେ ସାଇକେଲଟିଏ ଯିବା ମୁସ୍କିଲ୍
#Raygada #Ramanguda #RoadProblem #BlockEngineer #VillagersProtest #Odisha #ArgusNews