ରାସ୍ତା, ପାଣି, ସ୍କୁଲ ନାହିଁ ତ ଭୋଟ ନାହିଁ ।
()ପଞ୍ଚାୟତ ନିର୍ବାଚନ ପୂର୍ବରୁ ନେତାଙ୍କୁ ରୋକ୍ ଠକ ଜବାବ
()ଏଥର ପ୍ରତିଶୃତି ନୁହେଁ କାମ ଦରକାର
()ଇଏ ହେଉଛି ମୟୂରଭଞ୍ଜ ସାରସକଣା ବ୍ଲକର ମୁକ୍ତାଡିହି ଗାଁ ।
#road #water #schools #vote #leader #election #Muktadihi #Sarsakana #Mayurbhanj #Odisha #ArgusNews