#ରାସ୍ତା_ପାଲଟିଛି_ମରଣଯନ୍ତା !
କେନ୍ଦ୍ରାପଡ଼ାର ଉପାନ୍ତ ଅଞ୍ଚଳ ରାଜନଗରର ତାଳଚୁଆ । ଯେଉଁଠି ବେଶୀ ବଙ୍ଗାଳାଭାଷୀମାନେ ରହିଆସୁଛନ୍ତି l ସେଠାକୁ ଯିବାକୁ ହେଲେ ଭିତରକନିକା ଅଭୟାରଣ୍ୟ ରହିଥିବା ଡାଙ୍ଗମାଳରୁ ସାଢେ ବାର କିଲୋମିଟର ତଟବନ୍ଧ ରାସ୍ତା ଦେଇ ଯିବାକୁ ପଡିବ l ନିମ୍ନମାନର କାମ ଏବଂ ରକ୍ଷାବେକ୍ଷଣା ଅଭାବରୁ ଏହି ରାସ୍ତା ପାଲଟିଛି ମରଣ ଯନ୍ତା
#ArgusNews #Odisha #ArgusNewsTV #kendrapada #RoadProblem #villagersdemand #nodevelopment