ରାସ୍ତାରେ ପ୍ରତ୍ୟେକ ଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା..ହେଲେ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ହୋଇ ପାରୁନାହିଁ ରାସ୍ତା କାର୍ଯ୍ୟ । ଯାହାଦ୍ଵାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦୃଶ୍ୟ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଳକ୍ ଅନ୍ତର୍ଗତ ତଅଁରା ପଞ୍ଚାୟତ ରାସ୍ତାର ଦୃଶ୍ୟ
#Jagatsinghpur #Raghunathpur #RoadProblem #Accident #ArgusNews