ପ୍ରଶାସନ ରାସ୍ତା ମରାମତି ନକରିବାର ଛୋଟ ଛୋଟ ପିଲା ଏହି କାର୍ଯ୍ୟ କରୁଛନ୍ତି । ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡ଼ିଓଟି ମୟୂରଭଞ୍ଜ ବଡସାହି ବ୍ଲକ୍ ଅଧିନରେ ଥିବା ଖାନୁଆ ଗ୍ରାମର ବୋଲି ଚର୍ଚ୍ଚା ହେଉଛି
#mayurbhanja #roadproblem #repair #viralvideo #children #ArgusNews