ବେହାଲ ହୋଇ ପଡିଛି ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତ ଅନ୍ତର୍ଗତ କଣ୍ଡିଆସାହିରୁ ମଧୁପୁରକୁ ସଂଯୋଗ କରୁଥିବା ରାସ୍ତା । କାଦୁଅ ପଙ୍କ ଭିତରେ ପଶି ଅତି ଶୋଚନୀୟ ଭାବେ ଯିବାଆସିବା କରିବାକୁ ପଡୁଛି ପଂଚାୟତବାସୀଙ୍କୁ । ରାସ୍ତା ପାଇଁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ପଂଚାୟତ ବାସିନ୍ଦା
#Bhadrak #Chandabali #RoadProblem #Noaction #Odisha #ArgusNews