ଲାଞ୍ଚ କାରବାର ଚାଲିଛି ରାୟଗଡା ଅବକାରୀ ବିଭାଗରେ । ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କଳା ସମ୍ରାଜ୍ୟ । ମହିଳା କନେଷ୍ଟବଳଙ୍କ ମହାଖୁଲାସ ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି । ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ସହ ରାଜ ରାସ୍ତାରେ ବିକ୍ଷୋଭ । ଆମ ଆଦମୀ ପାର୍ଟି ବି ସ୍ଵରରେ ସ୍ଵର ମିଶାଇଲା ।
#rayagada #bribe #Excise #BJPStrike #Odisha #ArgusNews