ରିତଭିକା ଗୋଲଡ ତରଫରୁ କରାଯାଇଥିବା ଲକି ଡ୍ର କୁପନର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି । ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, କେ ବଦ୍ରିନାରାୟଣ ସୁବୁଦ୍ଧି ଏବଂ ରାଜଧାନୀର ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଯୋଗ ଦେଇ ଏହି ଲକି ଡ୍ର ବିଜେତାକୁ ଚୟନ କରିଛନ୍ତି ।
#bhubaneswar #rithvikajewellers #RITHVIKAGOLD #luckydraw #Odisha #ArgusNews