ହାଇ ପ୍ରୋଫାଇଲ ଠକ ପ୍ରଜ୍ଞା ପ୍ରକାଶ ନାୟକକୁ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ। ପି ଫୌର ଆସୋସିଏଟ୍ସ ନାମକ କମ୍ପାନୀର ମାଲିକ ଦର୍ଶାଇ ନିଜ ସେୟାରକୁ ବିକିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ 2କୋଟି 35ଲକ୍ଷ 80ହଜାର ଟଙ୍କା ଠକି ନେଇଥିଲା ପ୍ରଜ୍ଞା ପ୍ରକାଶ ନାୟକ।
#highprofile #fraudster #remand #custody #accused #sellingshares #ArgusNews