ସରକାରୀ ଯୋଜନା ସମସ୍ତଙ୍କ ପାଇଁ ସମାନ। ସେ ଉପକୂଳ ହେଉ କି ଉପାନ୍ତ। ହେଲେ ଏଥିରେ ବ୍ୟତିକ୍ରମ କାହିଁକି ? କାହିଁକି ପ୍ରଶାସନିକ ନଜର ଆଢ଼ୁଆଳରେ ଉପାନ୍ତ ଅଂଚଳ। ଭୋଟ ଦେଉଛନ୍ତି ଆଉ ଟିକସ ବି ଦେଉଛନ୍ତି ହେଲେ ସୁବିଧା ସାତ ସପନ। କାହିଁକି ଏ ଅବହେଳା ? ଏ ଦୃଶ୍ୟ ହେଉଛି କଳାହାଣ୍ଡିର ରୁପେନ ଗାଁ'ର
#Kalahandi #DurgamaOdisha #Odisha #ArgusNews