#ରାତି_ପାହିଲେ_୧୦୦_ବର୍ଷରେ_ପଦାର୍ପଣ_କରିବ_ଇଷ୍ଟ_ହଷ୍ଟେଲ
କଟକ ସହରର ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବପୂରାତନ ଛାତ୍ରବାସ ଇଷ୍ଟ ହଷ୍ଟେଲ। ଯେଉଁଠି ପଡ଼ିଥିଲା ଓଡ଼ିଆ ସାହିତ୍ୟର ସବୁଜ ଯୁଗର ମୂଳଦୁଆ।
#RavenshawUniversity #odisha #foundations #OdiaLiterature #EastHostel #100thanniversary #ArgusNews