#ରୋଗର_ଚିକିତ୍ସା_ପାଇଁ_ଅର୍ଥ_ସାଜିଛି_ବାଧକ !
ମାତା ମଳିକ । ଗତ ଦୁଇ ବର୍ଷ ହେଲା କ୍ୟାନସରରେ ପୀଡିତ । ରୋଗ ପାଇଁ ସପ୍ତାହକୁ ଥରେ ପେଟରୁ ପାଣି କାଢିବାକୁ ପଡେ । ସ୍ବାମୀଙ୍କ ଅକାଳ ବିୟୋଗ ପରେ 3 ଛୋଟ ଛୋଟ ପିଲାଙ୍କୁ ଧରି ମୁଲ ଲାଗି ଚଳୁଥିଲେ ମାତା । କିନ୍ତୁ ଏବେ ବକ୍ତୁଟିଏ ଖାଇବା ବି କଷ୍ଟ ହୋଇ ପଡିଛି
#ArgusNews #Odisha #ArgusNewsTV #jajpur #CancerPatient #needhelp #MataMallick