ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ବନକାବିର ଗାଁର ଧବଲ ଛତ୍ରୀଆଙ୍କ 18 ବର୍ଷୀୟ ଝିଅ ବର୍ଷେ ହେଲା ଅଜଣା ରୋଗରେ ପୀଡିତ । ଚିକିତ୍ସା ପାଇଁ ମେଡିକାଲ ନେବା ଲାଗି ଧବଲଙ୍କ ପାଖେ ଟଙ୍କାର ଅଭାବ । ଫଳରେ ରୋଗିଣା ଝିଅକୁ କାନ୍ଧରେ ବୋହି ନେଇଥିଲା ବାପା
#Bolangir #patnagarh #ViralVideo #Unknowndesease #ArgusNews