ଦୀର୍ଘ 10 ବର୍ଷରୁ ଉର୍ଦ୍ଧ ହେବ ଅଜଣା ରୋଗରେ ପୀଡିତ ହୋଇ ଛଟପଟ ହେଉଛନ୍ତି ବୃନ୍ଦାବନ ନାୟକ । 80 ବର୍ଷୀୟା ବିଧବା ବୁଢ଼ୀ ମା ହିଁ ଏକମାତ୍ର ଭରସା । ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ଡ଼ିମିରିଆ ପଞ୍ଚାୟତ ଅନ୍ତର୍ଗତ ରଞ୍ଜକଲୋନୀ ଗ୍ରାମର ବୃନ୍ଦାବନ ନାୟକ ।
#angola #mother #Help #treatment #Odisha #ArgusNews