#ରୋଗୀଙ୍କ_ସମ୍ପର୍କୀୟଙ୍କୁ_ଦୁର୍ବ୍ୟବହାର
ଆତ୍ମହତ୍ୟା ଉଦ୍ୟମ କରିଥିବା ରୋଗୀଙ୍କୁ ମେଡିକାଲରେ ମିଳୁନି ପଟାସ। ଆଉ ପ୍ରଶ୍ନ ପଚାରିଲେ ଚିହିଁକି ଉଠୁଛନ୍ତି ଡାକ୍ତର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।
#ArgusNews #Odisha #Mayurbhanj #Badasahi #hospital #abuse