କର୍କଟ ରୋଗ ଜୀବନ ଦୁର୍ବିସାହ କରି ଦେଇଛି। ନା ଚଲାବୁଲା କରି ପାରୁଛନ୍ତି ନା ଖିଆପିଆ କରୁଛନ୍ତି । କେବଳ ବିଛଣାରେ ପଡିରହି କଟୁଛି ଜୀବନ । ଆରୋଗ୍ୟ ପାଇଁ ଔଷଧ ତ ଦୂରର କଥା ଦୁଇ ଓଳି ଖାଇବା ତାଙ୍କ ପକ୍ଷେ କଷ୍ଟକର ।
#ArgusNews #Odisha #Cuttack #Niali #cancerpatient #sadstory