କରୋନା ଆଉ ଲକଡାଉନ ଭିତରେ ଛନ୍ଦି ହୋଇପଡିଛି ବାଉଁଶ କାରିଗର । ବିକ୍ରିବଟା ନଥିବାରୁ ଘରେ ହାତବାନ୍ଧି ବସିଛନ୍ତି ଏମାନେ । ତିଆରି କରୁଥିବା ସାମଗ୍ରୀ ବିକ୍ରି ନହୋଇ ଘରେ ପଡିରହିଛି । ଫଳରେ ପେଟପାଟଣା ପାଇଁ ଏହା ଉପରେ ନିର୍ଭର କରୁଥିବା କାରିଗର ପରିବାର ଚଳାଇବା ହୋଇଛି କାଠିକର ପାଠ
#ArgusNews #Odisha #Keonjhar #covideffect #lockdown #Baunsakarigara