ନିଜ ପକେଟରୁ ଖର୍ଚ୍ଚ କରି ରାସ୍ତାକଡ଼ର ଭୋକିଲାଙ୍କୁ ଖାଦ୍ୟ ପରଶିଦେଉଛନ୍ତି ନୟାଗଡ଼ର ଜଣେ ସାଧାରଣ ଗ୍ୟାସ ମେକାନିକ ବିଭୁତି ପଟ୍ଟନାୟକ । ଦିନେ କି ଓଳିଏ ନୁହଁ ବରଂ ବିଗତ ୧୪ ମାସ ହେଲା ସେ ଏଭଳି ରାସ୍ତାକଡ଼ର ଭୋକିଲାଙ୍କୁ ଆହାର ଯୋଗାଇ ଶ୍ରଦ୍ଧା ସାଉଣ୍ଟିଛନ୍ତି
#ArgusNews #Odisha #NewsChannel #ArgusNewsTV #Good_News #Nayagarh #Social_Service