୧୭ ବର୍ଷ ହେବ ସରିଲାଣି ସେତୁ ନିର୍ମାଣ । ମାତ୍ର ଆସୁନି କାମରେ। ରାସ୍ତା ସଂଯୋଗିକରଣ ହୋଇ ପାରୁ ନଥିବାରୁ ବ୍ୟବହାର ହୋଇ ପାରୁନି ଗୋବରୀ ନଦୀ ଉପରେ ନିର୍ମିତ ସେତୁ । ସେପଟେ ସବୁ ଜାଣି ୧୭ ବର୍ଷ ହେବ ନିରବଦୃଷ୍ଟ ସାଜିଛନ୍ତି ନେତା ଓ ପ୍ରଶାସକ। ଫଳରେ ବର୍ଷ ବର୍ଷ ଧରି ଗମନାଗମନିରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ।
#Jagatsinghpur #gobaririver #BridgeIssue #Bridgework #PublicIssue #transportationissues #ArgusNews