#ଲକ୍_ଡାଉନରେ_ବଢୁଛି_ଅମାନିଆଙ୍କ_ମସ୍ତି
#କିଏ_ଗ୍ରୁପ୍_ହୋଇ_ଫଟୋ_ଓ_ସେଲ୍ଫି_ଉଠାଇବାରେ_ବ୍ୟସ୍ତ
ମେଳି ମେଳି ହୋଇ ବୁଲୁଛନ୍ତି ପ୍ରେମୀ ଯୁଗଳ । କାହାରି ମୁହଁରେ ମାସ୍କ ରହୁନି । ଆଉ ସାମଜିକ ଦୂରତା କଥା ତ ନକହିବା ଭଲ । ସମସ୍ତେ ଏକାଠି ହୋଇ ଖଟି ଜମାଉଛନ୍ତି ।
#ArgusNews #ArgusNewsTV #Odisha #Bhubaneswar #COVID19