ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା କାରଣରୁ ଘରୁ ବାହାରି ପାରୁନାହାଁନ୍ତି ଲୋକେ । ତେବେ ଏହି ସମୟରେ ଜଳମଗ୍ନ ହୋଇ ରହିଥିବା ସିଏମସିର ୨୨ ନମ୍ବର ୱାର୍ଡ ସ୍ଥିତ ମେରିଆ ବଜାରରେ ରହୁଥିବା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛି ସାବିତ୍ରୀ ଜନସେବା ସ୍ବେଛାସେବୀ ସଂଗଠନ
#Cuttack #Rain #Heavyrain #Waterlogging #cmc #socialwork #freeFood #Odisha #ArgusNews