ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଆଗାମୀ 24ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ କୁହୁଡିର ପ୍ରଭାବ ବଢିବ। ଯାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାୟଗଡା, କନ୍ଧମାଳ, କୋରାପୁଟ, ଗଜପତି ଏବଂ ମାଳକାନଗିରି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରଯାଇଛି
#WeatherAlert #fog #Winter #ArgusNews #IMD