#ଲଘୁଚାପ_କରିଦେଲା_ବେସାହାରା
#ଆଶ୍ରୟ_ଖୋଜୁଛି_ପରିବାର
ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନନ୍ଦନମାଲର । ଦେଖନ୍ତୁ, ବର୍ଷାରେ କିପରି ଅଧା ଘର ମାଟିରେ ମିଶିଯାଇଛି । ମାଟି କାନ୍ଥ ଭାଙ୍ଗି ଯାଇଥିବାବେଳେ ଛାତରେ ବଡ ବଡ କଣା । କେମିତି ଏଭଳି ଘରେ ଜୀବନ କାଟିଥାନ୍ତେ । ଏଥିପାଇଁ ଏବେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ମକରନ୍ଦଙ୍କ ପରିବାର
#Subarnapur #AffectedFamily #HouseProblem #Odisha #ArgusNews