#ଲଘୁଚାପ_ଜନିତ_ଲଗାଣ_ବର୍ଷାରେ_ବେହାଲ_ଖୋର୍ଦ୍ଧା_ଜିଲ୍ଲା
ବାଲୁଗାଁ ବାଣପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାରେ ପ୍ରବାହିତ ହେଉଛି ୪ ଫୁଟର ପାଣି ।ଜନ ସାଧାରଣ ଯାତାୟାତରେ ଘୋର ବାଧାପ୍ରାପ୍ତ । ସ୍ଥାନୀୟ ଲୋକମାନେ ହେଉଛନ୍ତି ହନ୍ତ ସନ୍ତ । ନିରବଦ୍ରଷ୍ଟା ସାଜିଛି ସାଳିଆ ଜଳସେଚନ ବିଭାଗ ଏବଂ ପୂର୍ତ୍ତ ବିଭାଗ।
#Khordha #HeavyRain #Flood #FloodWater #VillagersProblem #RoadProblem #Odisha #ArgusNews