#ଲଘୁଚାପ_ପ୍ରଭାବରେ_ଭିଜୁଛି_ସାରା_ଓଡ଼ିଶା
#ଦୁଇ_ଦିନ_ହେଲା_ଲାଗି_ରହିଛି_ପ୍ରବଳ_ବର୍ଷା
ଆସନ୍ତା 24 ଘଣ୍ଟା ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ଘଡ଼ଘଡ଼ି ଓ ବଜ୍ରପାତ ନେଇ 17 ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।
#cyclone #District #yellowwarning #rain #Odisha #ArgusNews