#ସବୁନେ_ବର୍ଷାର_ତାଣ୍ଡବ
ପଶ୍ଚିମ ଓଡିଶାନେ ବର୍ଷା ଉତ୍ପାତ । ବିପଦ୍ ଭିତରେ ଲୋକମାନେ । ଲଘୁଚାପ ବର୍ଷାନେ ବେହାଲ୍ ହେଇ ପଡିଛେ ଗାଁ ନୁ ସହର୍ । ପାଏନ୍ ଭିତରେ ପୂରା ଗାଁ ସାଙ୍ଗେ ହଜାର୍ ହଜାର୍ ଲୋକ୍ । କେନଟା ଭିତର୍ ଆର୍ କେନଟା ବାହାର୍ ଜାଗା କହେବା ମୁସ୍କିଲ୍ ।
#westernodisha #rain #flood #problem #Odisha #ArgusNews