ଲଘୁଚାପ ବର୍ଷାରେ ବେହାଲ ଧାମନଗର ଓ ଭଣ୍ଡାରିପୋଖରୀ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ ଏକା ପ୍ରକାର ଠପ୍ ହେବ ସହ ବିଭିନ୍ନ ସ୍ଥାନରେ ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଲୋକମାନେ ଯିବା ଆସିବାରେ ହଇରାଣ ହରକତର ସମ୍ମୁଖୀନ ହୋଇଛନ୍ତି
#Bhadrak #Heavyrainfall #AffectedPeople #Odisha #ArgusNews