ଲଦାଖରେ ବିଶ୍ୱର ସର୍ବବୃହତ ଭାରତର ଜାତୀୟ ପତାକା ।
ଲଦାଖରେ ଭୂପୃଷ୍ଠରୁ ପ୍ରାୟ ୨୦୦୦ ଫୁଟ ଉଚ୍ଚ ପାହାଡ ଉପରେ ଭାରତର ଜାତୀୟ ପତାକା । ଏହି କାର୍ଯ୍ୟକୁ ଭାରତୀୟ ସେନାର ୫୭ ଇଂଜିନିୟରିଂ ରେଜିମେଣ୍ଟ ସଫଳତା ପୂର୍ବକ ସମ୍ପାଦନ କରିଛନ୍ତି ।
#indian #proudmoment #IndianArmy #NationalFlag #NationalFlagOfIndia #army #ladakh #ArmyInLeh #LargestNationalFlagOfIndia